ମା-ଝିଅଙ୍କୁ ଛୁରୀ ଭୂଷିଲେ ପଡ଼ୋଶୀ : ଗୁରୁତର ଅବସ୍ଥାରେ ଭିମସାରରେ ଭର୍ତ୍ତି

ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଛୋଟ ଟେଲରିଂ ଦୋକାନ କରିଥିବା ତଥା ଦାନୀପାଲିରେ ରହୁଥିବା ମା-ଝିଅ ଇନ୍ଦୁ ଓ ପାୟଲଙ୍କୁ ପଡ଼ୋଶୀ ଛୁରୀ ଭୂଷି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଉଭୟଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଇନ୍ଦୁଙ୍କ ସ୍ୱାମୀ ମୋଜାଇକ ମିସ୍ତ୍ରୀ। ଅସୁସ୍ଥତା ହେତୁ ସେ ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହନ୍ତି। ଏମାନଙ୍କ ଦୁଇ … Continue reading ମା-ଝିଅଙ୍କୁ ଛୁରୀ ଭୂଷିଲେ ପଡ଼ୋଶୀ : ଗୁରୁତର ଅବସ୍ଥାରେ ଭିମସାରରେ ଭର୍ତ୍ତି